Jump to content

ଶ୍ରୀ ପାର୍ଥସାରଥୀ ମନ୍ଦିର

ଉଇକିପିଡ଼ିଆ‌ରୁ
ଶ୍ରୀ ପାର୍ଥସାରଥୀ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଗଞ୍ଜାମ
Location
ସ୍ଥାନଜରଦ ଗଡ଼, ପାତ୍ରପୁର
Countryଭାରତ

ଶ୍ରୀ ପାର୍ଥସାରଥୀ ମନ୍ଦିର ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଜରଦ ଗଡ଼ରେ ଥିବା ଏକ ପୁରାତନ ହରି ମନ୍ଦିର ।

ଅବସ୍ଥାନ[ସମ୍ପାଦନା]

ଏହା ଗଞ୍ଜାମ ଜିଲ୍ଲାର, ବ୍ରହ୍ମପୁର ସହରଠାରୁ ୯.୭୫ କି.ମି. ଦୂରରେ ଜରଦ ଗଡ଼ ନିକଟରେ ଥିବା ପାତ୍ରପୁରରେ ଅବସ୍ଥିତ ।[୧]

ଆଧାର[ସମ୍ପାଦନା]