Jump to content

ବ୍ରହ୍ମପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀ
ବିଧାୟକ : ଅନିଲ କୁମାର (ଭାଜପା) (୨୦୨୪)
ଆରକ୍ଷଣ: ସାଧାରଣ
ମତଦାତା ସଂଖ୍ୟା (୨୦୨୪): ୨,୧୯,୫୮୦
ଜିଲ୍ଲା: ଗଞ୍ଜାମ
ଲୋକସଭା ଆସନ: ବ୍ରହ୍ମପୁର
ମହାନଗର ନିଗମ:

ବ୍ରହ୍ମପୁର (କ୍ରମିକ ସଂଖ୍ୟା: ୧୩୩) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବ୍ରହ୍ମପୁର (ମ)ର ୱାର୍ଡ଼ ୧ଠାରୁ ୨୪ ପର୍ଯ୍ୟନ୍ତ ।[୨][୩]
ଗତ ୨୦୨୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଅନିଲ କୁମାର ବିଜୁ ଜନତା ଦଳ ପ୍ରାର୍ଥୀ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କଠାରୁ ୧୮,୭୦୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବିକ୍ରମ କୁମାର ପଣ୍ଡାଙ୍କଠାରୁ ୧୦୩୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବିକ୍ରମ କୁମାର ପଣ୍ଡାଙ୍କଠାରୁ ୩,୮୪୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, ବ୍ରହ୍ମପୁର [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ୩୮,୪୦୭ ୪୬.୬୮ -
କଂଗ୍ରେସ ବିକ୍ରମ କୁମାର ପଣ୍ଡ ୩୪,୫୬୩ ୪୨.୦୧ -
ଭାଜପା ରାମ ଚନ୍ଦ୍ର ପଣ୍ଡା ୬,୫୧୫ ୭.୯୨ -
ବସପା ଅଶୋକ କୁମାର ପଣ୍ଡ ୧,୧୭୪ ୧.୪୩ -
ସ୍ୱାଧୀନ ସମିର ରଞ୍ଜନ ପଟ୍ଟନାୟକ ୪୨୧ ୦.୫୧ -
ସ୍ୱାଧୀନ ଡ. ରାମହରି ଖଣ୍ଡୁଆଳ ୩୪୫ ୦.୪୨ -
ସପା ସରୋଜ କୁମାର ପଟ୍ଟନାୟକ ୩୦୯ ୦.୩୮ -
ସମୃଦ୍ଧ ଓଡ଼ିଶା ସୁଶାନ୍ତ ପଣ୍ଡ ୨୮୭ ୦.୦ -
ସ୍ୱାଧୀନ ଶ୍ୟାମ ସୁନ୍ଦର ପଟ୍ଟନାୟକ ୨୫୮ ୦.୩୧ -
ଭୋଟ ବ୍ୟବଧାନ ୩,୮୪୪ ୪.୬୭* -
ମତଦାନ ହାର ୮୨,୨୯୩ ୪୮.୧୭ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]

ଆଧାର[ସମ୍ପାଦନା]

  1. "Berhampur Assembly Election 2009, Orissa". empoweringindia.org. Archived from the original on 27 December 2013. Retrieved 8 June 2013. Constituency: Berhampur (133) District : Ganjam
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 3844
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 75-Berhampur Constituency of ORISSA". eci.nic.in. 2006. Retrieved 8 June 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf