Jump to content

ଆସାମ

ଉଇକିପିଡ଼ିଆ‌ରୁ


ଆସାମ
অসম (ଅସମ)
Official seal of ଆସାମ
ଭାରତରେ ଆସାମର ଅବସ୍ଥାନ
ଭାରତରେ ଆସାମର ଅବସ୍ଥାନ
ଆସାମର ମାନଚିତ୍ର
ଆସାମର ମାନଚିତ୍ର
ଦେଶ ଭାରତ
ସ୍ଥାପନା୧୫ ଅଗଷ୍ଟ ୧୯୪୭
ରାଜଧାନୀଦିସପୁର
ବୃହତ୍ତମ ନଗରଗୁଆହାଟୀ
ଜିଲ୍ଲା ସଂଖ୍ୟା୩୫
Government
 • ରାଜ୍ୟପାଳବି.ଏଲ. ପୁରୋହିତ
 • ମୁଖ୍ୟମନ୍ତ୍ରୀସର୍ବ୍ୱାନନ୍ଦ ସୋଣୋୱାଳ
 • ନ୍ୟାୟପାଳିକାଏକ ନ୍ୟାୟପାଳିକା (୧୨୬ ଆସନ)
Area
 • ସମୁଦାୟ78,550 km2 (30,330 sq mi)
 • Rankଷୋଡଶ (୧୬ଶ)
Population
 (୨୦୧୧)
 • Total୩୧୧୬୯୨୭୨
 • Rankଚତୁର୍ଦ୍ଦଶ (୧୪)
 • Density400/km2 (1,000/sq mi)
Time zoneUTC+୦୫:୩୦ (IST)
ISO 3166 codeIN-AS
HDIIncrease ୦.୫୩୪ (ମଧ୍ୟମ)
HDI କ୍ରମାଙ୍କ୨୨ଶ (୨୦୦୫)
ସାକ୍ଷରତା୭୬.୩%
ସରକାରୀ ଭାଷାଅସମୀୟା, ବଙ୍ଗଳା , ବଡ଼ୋ
Websiteassam.gov.in


ଆସାମ ପୂର୍ବ ହିମାଳୟର ଦକ୍ଷିଣରେ ବ୍ରହ୍ମପୁତ୍ର ଏବଂ ବରାକ ନଦୀ ଉପତ୍ୟକାରେ ଅବସ୍ଥିତ ଏକ ଉତ୍ତରପୂର୍ବ ଭାରତୀୟ ରାଜ୍ୟ । ଆସାମର କ୍ଷେତ୍ରଫଳ 78,438 km2 (30,285 sq mi) ୭୮,୪୩୮ ବର୍ଗ କିଲୋମିଟର (୩୦,୨୮୫ ବର୍ଗ ମାଇଲ) । ଆୟତନ ଦୃଷ୍ଟିରୁ ଏହା ଉତ୍ତର-ପୂର୍ବ ଭାରତର ଦ୍ୱିତୀୟ ବୃହତ୍ତମ ରାଜ୍ୟ ଏବଂ ଜନସଂଖ୍ୟା ଦୃଷ୍ଟିରୁ ସର୍ବବୃହତ । ଏହି ରାଜ୍ୟର ଉତ୍ତରରେ ଭୁଟାନଅରୁଣାଚଳ ପ୍ରଦେଶ; ପୂର୍ବରେ ନାଗାଲ୍ୟାଣ୍ଡମଣିପୁର; ଦକ୍ଷିଣରେ ମେଘାଳୟ, ତ୍ରିପୁରା, ମିଜୋରାମବଙ୍ଗଳାଦେଶ ରହିଛି । ଏଥିସହିତ ସିଲିଗୁଡ଼ି ପଥ ଦେଇ ପଶ୍ଚିମରେ ପଶ୍ଚିମବଙ୍ଗ ରହିଛି ଏବଂ ଏହି 22-kilometre-ଚଉଡ଼ା (14 mi) ୨୨ କିଲୋମିଟର ଚଉଡ଼ା (୧୪ ମାଇଲ) ଭୂମିଟି ରାଜ୍ୟକୁ ବାକି ଭାରତ ସହ ଯୋଡ଼ିଥାଏ । ଅସମୀୟାବୋଡ଼ୋ ଆସାମର ସରକାରୀ ଭାଷା । ମୈତେଇ (ମଣିପୁରୀ) ହଜାଇ ଜିଲ୍ଲା ଓ ସମ୍ପୂର୍ଣ୍ଣ ବରାକ ଉପତ୍ୟକା ଜିଲ୍ଲାର ସରକାରୀ ଭାଷା ଏବଂ ବଙ୍ଗଳା ବରାକ ଉପତ୍ୟକାର ତିନୋଟି ଜିଲ୍ଲାର ସରକାରୀ ଭାଷା ।

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]