ଅନ୍ନଦା ଶଙ୍କର ରାୟ
Appearance
ଅନ୍ନଦା ଶଙ୍କର ରାୟ | |
---|---|
!!! | |
ଜନ୍ମ | |
ମୃତ୍ୟୁ | ୨୮ ଅକ୍ଟୋବର ୨୦୦୨ | (ବୟସ ୯୮)
ଜାତୀୟତା | ଭାରତୀୟ |
ଅନ୍ନଦା ଶଙ୍କର ରାୟ (୧୫ ମଇ ୧୯୦୪ - ୨୮ ଅକ୍ଟୋବର, ୨୦୦୨) ଢେଙ୍କାନାଳରେ ଜନ୍ମିତ ସବୁଜଗୋଷ୍ଠୀର ଜଣେ ଲେଖକ ଓ କବି ଥିଲେ ।
ଅନ୍ନଦା ଶଙ୍କର ରାୟ୧୯୨୧-୨୩ ମଧ୍ୟରେ ଓଡ଼ିଆରେ କେତେକ କବିତା ଓ ପ୍ରବନ୍ଧ ରଚନା କରି 'ଉତ୍କଳ ସାହିତ୍ୟ' ପତ୍ରିକାରେ ପ୍ରକାଶ କରିଥିଲେ । ତାହାର ପରବର୍ତ୍ତୀ ସମୟରେ 'ବାସନ୍ତୀ' ଉପନ୍ୟାସର କେତେକ ପରିଚ୍ଛେଦ ଏବଂ ସାହିତ୍ୟ ସମାଲୋଚନା ମୁଳକ କେତେକ ଉଚ୍ଚକୋଟୀର ପ୍ରବନ୍ଧ; ଯଥା ପଦ୍ମଚରଣଙ୍କ କବିତା, ସମର ଓ ସାହିତ୍ୟ, ମଥୁରାମଙ୍ଗଳ ଆଲୋଚନା ପ୍ରଭୃତି ରଚନା କରିଥିଲେ । [୧] ୨୦୦୨ ମସିହା ଅକ୍ଟୋବର ୨ତାରିଖ ଦିନ କଲିକତାଠାରେ ତାଙ୍କର ଦେହାନ୍ତ ହୋଇଥିଲା ।
ଆଧାର[ସମ୍ପାଦନା]
- ↑ ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା:୨୩୯-୪୦
ଅଧିକ ତଥ୍ୟ[ସମ୍ପାଦନା]
ଶ୍ରେଣୀସମୂହ:
- Articles with FAST identifiers
- Pages with authority control identifiers needing attention
- Articles with ISNI identifiers
- Articles with VIAF identifiers
- Articles with WorldCat Entities identifiers
- Articles with BNF identifiers
- Articles with BNFdata identifiers
- Articles with GND identifiers
- Articles with J9U identifiers
- Articles with LCCN identifiers
- Articles with NLA identifiers
- Articles with PLWABN identifiers
- Articles with CINII identifiers
- Articles with Trove identifiers
- Articles with SUDOC identifiers
- ୧୯୦୪ ଜନ୍ମ
- ୨୦୦୨ ମୃତ୍ୟୁ
- ଢେଙ୍କାନାଳ ଜିଲ୍ଲାର ଲୋକ
- ପଦ୍ମ ଭୂଷଣ ସମ୍ମାନିତ
- ଓଡ଼ିଆ ସାହିତ୍ୟିକ