Jump to content

"ବାଳକୃଷ୍ଣ ଦାଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ଇଂରାଜୀ ନାମ, ତଥ୍ୟ ପେଡ଼ି-ଅଦ୍ୟତନ
୧୩୨ କ ଧାଡ଼ି: ୧୩୨ କ ଧାଡ଼ି:
[[ଶ୍ରେଣୀ:ସଙ୍ଗୀତ]]
[[ଶ୍ରେଣୀ:ସଙ୍ଗୀତ]]
[[ଶ୍ରେଣୀ:ଓଡ଼ିଆ ସିନେମା ଜଗତ]]
[[ଶ୍ରେଣୀ:ଓଡ଼ିଆ ସିନେମା ଜଗତ]]
[[ଶ୍ରେଣୀ:ଓଡ଼ିଶାର ଲୋକ]]
[[ଶ୍ରେଣୀ:କଟକ ଜିଲ୍ଲାର ଲୋକ]]
[[ଶ୍ରେଣୀ:ବୃତ୍ତି ଅନୁସାରେ ଓଡ଼ିଆ ଲୋକ]]
[[ଶ୍ରେଣୀ:ବୃତ୍ତି ଅନୁସାରେ ଓଡ଼ିଆ ଲୋକ]]
[[ଶ୍ରେଣୀ:ଓଡ଼ିଆ କଥାଚିତ୍ର ସଙ୍ଗୀତକାର]]
[[ଶ୍ରେଣୀ:ଓଡ଼ିଆ କଥାଚିତ୍ର ସଙ୍ଗୀତକାର]]

୧୭:୫୦, ୯ ଅକ୍ଟୋବର ୨୦୧୪ ଅନୁସାରେ କରାଯାଇଥିବା ବଦଳ

ବାଳକୃଷ୍ଣ ଦାସ
ଜନ୍ମ(1923-05-15)୧୫ ମଇ ୧୯୨୩
ସୁନ୍ଦର ଗାଁ, କଟକ ଜିଲ୍ଲା
ମୃତ୍ୟୁ୧୨ ନଭେମ୍ବର ୧୯୯୩(1993-11-12) (ବୟସ ୭୦)
ଜାତୀୟତା ଭାରତୀୟ
ବୃତ୍ତି(ସମୂହ)ସଙ୍ଗୀତ ଗାନ, ସଙ୍ଗୀତ ନିର୍ଦ୍ଦେଶନା
ପ୍ରସିଦ୍ଧିଭଜନ, ପଲ୍ଲିଗୀତ
ପିତାମାତା(s)ଦୀନବନ୍ଧୁ ଦାସ, କମଳା ଦେବୀ
ପୁରସ୍କାରଜୟଦେବ ପୁରସ୍କାର,
କେନ୍ଦ୍ର ସଂଗୀତ ଏକାଡେମୀ ପୁରସ୍କାର

ବାଳକୃଷ୍ଣ ଦାସ (୧୯୨୩ - ୧୯୯୩) ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ଓଡ଼ିଆ ସିନେମା ଜଗତର ଜଣେ ଜଣାଶୁଣା ସଙ୍ଗୀତକାର ଓ ପ୍ରଚ୍ଛଦପଟ୍ଟ ଗାୟକ ।[୧]

କଥାଚିତ୍ର ଜୀବନ

୧୯୫୦ ମସିହାରେ ଶ୍ରୀ ଜଗନ୍ନାଥ କଥାଚିତ୍ରରୁ ସଙ୍ଗୀତକାର ଜୀବନ ଆରମ୍ଭ କରିଥିବା ବାଳକୃଷ୍ଣ, ମୋଟ ୧୮ଟି ଓଡ଼ିଆ କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ପ୍ରଚ୍ଛଦପଟ୍ଟ ଗାୟନ କରିଛନ୍ତି ।

ଓଡ଼ିଆ କଥାଚିତ୍ରକୁ ଅବଦାନ

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ ଭୂମିକା
ଶ୍ରୀ ଜଗନ୍ନାଥ ୧୯୫୦ ଚିତ୍ତରଞ୍ଜନ ମିତ୍ର ସଙ୍ଗୀତକାର
କେଦାର ଗୌରୀ ୧୯୫୪ ନିତାଇ ପାଲିତ ସଙ୍ଗୀତକାର
ଭାଇ ଭାଇ ୧୯୫୬ ନିତାଇ ପାଲିତ ସଙ୍ଗୀତକାର
ଶ୍ରୀ ଲୋକନାଥ ୧୯୬୦ ପ୍ରଫୁଲ୍ଲ ସେନଗୁପ୍ତା ସଙ୍ଗୀତକାର
ନୂଆ ବୋଉ ୧୯୬୨ ପ୍ରଭାତ ମୁଖାର୍ଜି ସଙ୍ଗୀତକାର
ଲକ୍ଷ୍ମୀ ୧୯୬୨ ଶାରଦା ପ୍ରଶନ୍ନ ନାୟକ ସଙ୍ଗୀତକାର
ଜୟଦେବ ୧୯୬୨ ବ୍ୟୋମକେଶ ତ୍ରିପାଠି, ଶିବ ଭଟ୍ଟାଚାର୍ଯ୍ୟ ସଙ୍ଗୀତକାର
ଦସ୍ୟୁ ରତ୍ନାକର ୧୯୬୨ ପ୍ରଭାତ ମୁଖାର୍ଜି ସଙ୍ଗୀତକାର
ଶ୍ରୀ ଶ୍ରୀ ପତିତପାବନ ୧୯୬୩ ସୁକୁମାର ଗାଙ୍ଗୁଲି ସଙ୍ଗୀତକାର
ମାଣିକ ଯୋଡ଼ି ୧୯୬୩ ପ୍ରଭାତ ମୁଖାର୍ଜି ସଙ୍ଗୀତକାର
ଜୀବନସାଥୀ ୧୯୬୩ ପ୍ରଭାତ ମୁଖାର୍ଜି ସଙ୍ଗୀତକାର
ଅମଡ଼ା ବାଟ ୧୯୬୪ ଅମର ଗାଙ୍ଗୁଲି ସଙ୍ଗୀତକାର
ମଲାଜହ୍ନ ୧୯୬୫ ନିତାଇ ପାଲିତ ସଙ୍ଗୀତକାର
ନବଜନ୍ମ ୧୯୬୫ ସଚିନ ମୁଖାର୍ଜି ସଙ୍ଗୀତକାର
ମାର୍ଗ ୧୯୬୯ ବ୍ୟୋମକେଶ ତ୍ରିପାଠୀ ସଙ୍ଗୀତକାର
ଅଦିନ ମେଘ ୧୯୭୦ ଅମିତ ମିତ୍ର ସଙ୍ଗୀତକାର
କନକଲତା ୧୯୭୩ ଘନଶ୍ୟାମ ମହାପାତ୍ର ସଙ୍ଗୀତକାର
ଶଙ୍ଖ ମହୂରୀ ୧୯୭୮ ଅକ୍ଷୟମହାନ୍ତି କାଶ୍ୟପ, ଆର୍.ଜି.ଗୋପେ ସଙ୍ଗୀତକାର
ମଥୁରା ବିଜୟ ୧୯୭୯ ଏ.ସଂଜିବ୍ ସଙ୍ଗୀତକାର
ବସନ୍ତ ରାସ ୧୯୮୪ ବଂଶିଧର ପଣ୍ଡା, ଗୁରୁଦାଶ ସଙ୍ଗୀତକାର

ମାନ ସମ୍ମାନ

  • ମୋହନ ସୁନ୍ଦର ଦେବ ଗୋସ୍ଵାମୀ ପୁରସ୍କାର, ୧୯୮୯, ଓଡ଼ିଶା ସିନେ ଜର୍ଣ୍ଣାଲିଷ୍ଟ ଆସୋସିଏସନ
  • ଜୟଦେବ ପୁରସ୍କାର, ୧୯୮୭
  • ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ, ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
    • ୧୯୮୪ (ବସନ୍ତ ରାସ ନିମନ୍ତେ)
    • ୧୯୭୯, (ମଥୁରା ବିଜୟ ନିମନ୍ତେ)
  • କେନ୍ଦ୍ର ସଂଗୀତ ଏକାଡେମୀ ପୁରସ୍କାର, ୧୯୮୪
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୨
  • ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୭୬

ଆଧାର

  1. "Balakrushna Dash | Childhood". profile.odiamusic.com. Retrieved 7 July 2013. Balakrushna was born on 15th May 1923 in his maternal uncle's house at Sundar Grama of Cuttack, oDishA

ବାହାର ଆଧାର